SA NEWS ODISHA
banner
sanewsodisha.bsky.social
SA NEWS ODISHA
@sanewsodisha.bsky.social
SA NEWS ODISHA: TRUTH- THAT YOU WANT TO KNOW


ओडिशा से जुड़ी सच्ची और सटीक खबरों के लिए आप इस ब्लू स्काई पेज को जरूर फॉलो करें।
ଝାଡ଼ଖଣ୍ଡରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା। ଉତ୍ତର ବାଲେଶ୍ୱରରେ ବନ୍ୟା ସ୍ଥିତି।
#sanewsodisha
#subernarekha #subernarekhariver #flood #floododisha #baleswar
June 22, 2025 at 11:21 AM
ପାଣି ଯେତେ ମଇଳା ହୋଇଥିଲେ ବି ନିଆଁ ନିଶ୍ଚୟ ଲିଭାଇଥାଏ, ମଣିଷ ଯେତେ ଖରାପ ହୋଇଥିଲେ ବି ଦିନେ ଅବଶ୍ୟ କାମରେ ଆସିଥାଏ କାରଣ ସେ ପରମାତ୍ମାଙ୍କର ଅଂଶବିଶେଷ।
#sanewsodisha #thoughtoftheday #thoughts
June 22, 2025 at 11:21 AM
भारतीय जेवलिन थ्रो स्टार और ओलंपिक चैंपियन नीरज चोपड़ा ने एक बार फिर देश का नाम रोशन किया है। उन्होंने शुक्रवार को पेरिस डायमंड लीग 2025 का खिताब जीता। नीरज ने अपने पहले प्रयास में 88 रन बनाए। जर्मनी के जूलियन वेबर को 16 मीटर भाला फेंककर हराकर दो साल बाद जीता डायमंड लीग का खिताब
#sanewsodisha #NirajChopra #DiamondLeague2025
June 22, 2025 at 11:20 AM
ଜୁଲାଇ ୧୫ ସୁଦ୍ଧା ପିଲାଙ୍କୁ ସ୍କୁଲ୍ ପୋଷାକ ବଣ୍ଟନ କରାଯିବ। ସମସ୍ତ ଜିଲା ଶିକ୍ଷା ଅଧୂକାରୀଙ୍କୁ ନୋଟିସ ଜାରି କଲା ଓସେପା ।
#sanewsodisha #school
June 22, 2025 at 11:19 AM
SA News Odisha l Top 10 news l ଆଜିର ମୁଖ୍ୟଖବର l 22 June 2025
#sanewsodisha #TopTenNews
June 22, 2025 at 11:13 AM
ଆଜି ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ସୋ'। ସରକାରୀ ଅଫିସ ହାଫ୍‌ ଡେ ଛୁଟି।
#sanewsodisha #Bhubaneswar #PrimeMinister #NarendraModi #RoadShow
June 20, 2025 at 2:41 PM
ବୌଦ୍ଧ ବାସିନ୍ଦାଙ୍କ ବହୁ ଦିନର ସ୍ୱପ୍ନ ହେବ ପୂରଣ, ଆଜିଠାରୁ ରେଳ ଚଳାଚଳ ଆରମ୍ଭ ।
#sanewsodisha #boudh #NewsUpdate
June 20, 2025 at 2:39 PM
ଆଧାର ବିନା ପାନ କାର୍ଡ ତିଆରି ହୋଇପାରିବ ନାହିଁ, ଜୁଲାଇ ୧ ରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ
#sanewsodisha #aadharpancardlink #NewsUpdate
June 20, 2025 at 2:36 PM
ବୟସରେ କିଏ ବଡ ହୋଇପାରେ ତ କିଏ ସାନ କିନ୍ତୁ ପ୍ରକୃତରେ ବଡ ସେ ହୋଇଥାଏ ଯାହା ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ !!
#sanewsodisha #quoteoftheday #quotes
June 19, 2025 at 1:05 PM
ହୃଦୟରୁ ଧନୀ ହେବା ଦରକାର
ଟଙ୍କାର ଧନୀରେ ଭଗବାନ ମିଳନ୍ତି ନାହିଁ।।
#sanewsodisha #quotes
June 19, 2025 at 8:18 AM
ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା। ବିଜୁଳି ଘଡଘଡି ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ।
#sanewsodisha #WeatherAlert #RainAlert
June 19, 2025 at 7:49 AM
Reposted by SA NEWS ODISHA
SA News Odisha
Headlines
#sanewsodisha #Headlines
June 18, 2025 at 3:27 PM
SA News Odisha
Headlines
#sanewsodisha #Headlines
June 18, 2025 at 3:27 PM
ଖୁବଶୀଘ୍ର ଆରମ୍ଭ ହେବ ଓଡ଼ିଶାରେ ଅନଲାଇନ୍ ଆମ୍ବୁଲାନ୍ସ ବୁକିଂ ସେବା
#sanewsodisha #onlineambulance
June 18, 2025 at 3:21 PM
ମାଲକାନଗିରି: ଛତିଶଗଡ଼ରେ ମାଓ ଉପଦ୍ରବ, ୩ ଜଣଙ୍କୁ ହତ୍ୟା, ୧୨ ଜଣଙ୍କୁ ଅପହୃତ
#sanewsodisha #NewsUpdate #Malkangiri
June 18, 2025 at 3:20 PM
21 जून को दोपहर 12 बजे देखना न भूलें। कलयुग में सतयुग की शुरुआत! Only On Factfull Debates Youtube Channel पर।
👇Trailer Link:👇

youtu.be/RIxTcZOAxLg
Trailer 2: कलयुग में सतयुग की शुरुआत | रोटी, कपड़ा, शिक्षा और मकान, हर गरीब को देगा कबीर भगवान
YouTube video by Factful Debates
youtu.be
June 18, 2025 at 2:52 PM
"ଭକ୍ତି କେବଳ ଶବ୍ଦର ଉଚ୍ଚାରଣ ନୁହେଁ,
ଏହା ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଥିବା ଜୀବନ୍ତ ସମ୍ପର୍କ ଅଟେ।"
– ସନ୍ଥ ରାମପାଲ୍ ଜୀ ମହାରାଜ୍
#sanewsodisha #quotes
May 31, 2025 at 10:45 PM